Friday, May 9, 2025
38.3 C
Odisha

    ୟୁନିଟ୍-୧ ପରିବା ମାର୍କେଟରେ ନିଆଁ: ଜଳିଗଲା ୫ ଦୋକାନ

    ଆଗକୁ ପଢନ୍ତୁ

    ​‌ଭୁବନେଶ୍ୱର : ରାଜଧାନୀର ୟୁନିଟ୍ ୧ ପରିବା ମାର୍କେଟ୍ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫ ଟି ଗୋଦାମ ଘର ଜଳିଯାଇଛି। ନିଆଁ ଲାଗି ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ପନିପରିବା , ଟଙ୍କା, ଆସବାବପତ୍ର ଆଦି ଜଳି ପୋଡି ପାଉଁଶ ହୋଇଯାଇଛି। ପରେ ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଏଥିରେ କେହି ମୃତହତ ହୋଇଥିବା ନେଇ ସୂଚନା ମିଳିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ