Friday, October 2, 2026
22.2 C
Odisha

    ପାକିସ୍ତାନରେ ପାଳନ ହେଲା ରାଜ କପୁରଙ୍କ ୧୦୦ତମ ଜୟନ୍ତି

    ଆଗକୁ ପଢନ୍ତୁ

    ଭେଟେରାନ ହିନ୍ଦୀ ସିନେମା ଅଭିନେତା ରାଜ କପୁରଙ୍କ କେବଳ ଭାରତରେ ନୁହେଁ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ପ୍ରଶଂସକ ଅଛନ୍ତି। ସମ୍ପ୍ରତି କପୁର ପରିବାର ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀକୁ ବହୁତ ବଡ଼ ଉତ୍ସବ ଆକାରରେ ପାଳନ କରିଛନ୍ତି । ଏହି ଅବସରରେ କପୁର ପରିବାର ତିନି ଦିନ ଧରି ରାଜ କପୁର ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରିଛନ୍ତି। ଏହି ଉତ୍ସବ ପାଳନ ପାଇଁ ସମଗ୍ର କପୁର ପରିବାର ଏକତ୍ରିତ ହୋଇଛନ୍ତି। ଯେଉଁ ପ୍ରସ୍ତୁତି ଦୀର୍ଘ ଦିନ ଧରି ଚାଲିଆସୁଛି। ନିକଟରେ ପୁରା କପୁର ପରିବାର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ, ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାକିସ୍ତାନରେ ମଧ୍ୟ ପାଳନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ