Monday, September 14, 2026
23.9 C
Odisha

    ଅଗ୍ନି-ପ୍ରାଇମ ମିସାଇଲର ପରୀକ୍ଷଣ ସଫଳ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତ ରେଳ-ଭିତ୍ତିକ ମୋବାଇଲ ଲଞ୍ଚର ସିଷ୍ଟମରୁ ଉତକ୍ଷେପଣ କରାଯାଇଥିଲା ।

    ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । ଧାମରାର ଅବଦୁଲ କଲାମ ଦ୍ଵିପରୁ ସଫଳ ଉତକ୍ଷେପଣ ହୋଇଥିଲା । ଏହି ସଫଳ ଉଡ଼ାଣ ପରୀକ୍ଷଣ ଭାରତକୁ ସେହି ବଛା ବଛା ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି ଯେଉଁମାନେ ମୋବାଇଲ୍ ରେଳ ନେଟୱାର୍କରୁ ଏକ କ୍ୟାନିଷ୍ଟରାଇଜ୍ଡ୍ ଲଞ୍ଚ୍ ସିଷ୍ଟମ୍ ଭାବେ ବିକଶିତ ।” ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ୍ ମିସାଇଲର ସଫଳ ପରୀକ୍ଷଣ ପାଇଁ DRDO, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (SFC) ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    93 %
    0.4kmh
    100 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ