Thursday, August 13, 2026
27.5 C
Odisha

    ଅଜାଙ୍କ କଳା କାରନାମା, ବିସ୍କୁଟ ଲୋଭ ଦେଖାଇ କଲା ଦୁଷ୍କର୍ମ

    ଆଗକୁ ପଢନ୍ତୁ

    ମୟୁରଭଞ୍ଜ  : ବିସ୍କୁଟ ଦେବାର ଲୋଭ ଦେଖାଇ ଦୁଷ୍କର୍ମ କଲା ସମ୍ପର୍କୀୟ ଅଜା । ବାରିପଦା ସଦର ଥାନା ଅଞ୍ଚଳ ରେ ଅଭାବନୀୟ ଘଟଣା । ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ନାବାଳିକାକୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ବାରିପଦା ସଦର ଥାନା ଅଧୀନର ଦିଲ୍ଲୀପ ହେମ୍ବ୍ରମ । ଗତକାଲି ଅପରାହ୍ନରେ ନାବାଳିକା ଜମକ ଘର ଆଗରେ ଖେଳୁଥିବାବେଳେ ବିସ୍କୁଟ ଦେବାକୁ କହି ଘର ପଛ ପଟକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ପରିବାର ଲୋକଙ୍କ ଅଭିଯୋଗ ପରେ ବାରିପଦା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ