Saturday, February 21, 2026
19.7 C
Odisha

    ଅଟୋକୁ ଆକ୍ରମଣ କଲେ ହାତୀପଲ: ମହିଳା ମୃତ , ୩ ଆହତ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ   :    ଅଟୋକୁ ଆକ୍ରମଣ କଲେ ହାତୀପଲ । ମହିଳା ମୃତ , ୩ ଆହତ । ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ ।  ମୟୂରଭଞ୍ଜ ଜିଲ୍ଲା ବାରମାଇଲ-ଚିତ୍ରଡ଼ା ରାସ୍ତାର ଅସ୍ତିଆବନ୍ଧ ନିକଟରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରୀନା ନାୟକ ।  ଅଟୋଟି ୮ଜଣ ଯାତ୍ରୀଙ୍କୁ ନେଇ ଅମର୍ଦାରୁ ବାରିପଦା ଯାଉଥିଲା ।  ଅସ୍ତିଆବନ୍ଧ ନିକଟରେ ହାତୀ ଅଟୋକୁ ଆକ୍ରମଣ କରିଥିଲା । ୭ ଜଣ ଦୌଡ଼ି ପଳାଇଥିବାବେଳେ ମହିଳା ଜଣକ ହାତୀ ହାବୁଡରେ ପଡିଯାଇଥିଲେ ।  ତାଙ୍କ ହାତ, ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।  ତାଙ୍କୁ ଗୁରୁତର ଅବସ୍ଥାରେ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.7 ° C
    19.7 °
    19.7 °
    34 %
    2kmh
    0 %
    Fri
    20 °
    Sat
    35 °
    Sun
    35 °
    Mon
    36 °
    Tue
    35 °

    ସମ୍ବନ୍ଧିତ