Saturday, September 12, 2026
24 C
Odisha

    ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ‘ଏକ୍ସ’କୁ ନୋଟିସ କାଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଅଶ୍ଳୀଳ କଣ୍ଟେଣ୍ଟ ପରିବେଷଣ ଅଭିଯୋଗରେ ‘ଏକ୍ସ’ କୁ ନୋଟିସ । ନିୟମ ଉଲଂଘନ ପାଇଁ ନୋଟିସ କରିଛନ୍ତି କେନ୍ଦ୍ର ସରକାର ।

    ଅଭିଯୋଗ ଅନୁସାରେ ଏକ୍ସ ଦ୍ବାରା ପରିଚାଳିତ ଏଆଇ ଆପ୍ ଗ୍ରକ ଅଶ୍ଳୀଳ ଭିଡିଓ ତିଆରି କରୁଛି । ଭିଡିଓ ତିଆରି କରିବ ସହ ଭିଡିଓ ମଧ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଆଇଟି ଆକ୍ଟ ୨୦୦୦ ଓ ୨୦୦୧ କୁ ଖୋଲାଖୋଲି ଉଲଂଘନ କରିଥିବା ଅଭିଯୋଗରେ ଏକ୍ସ କୁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନୋଟିସ ଜାରି କରିଛି । ନୋଟିସର ୭୨ଘଣ୍ଟା ମଧ୍ୟରେ ଏକ୍ସକୁ ଉତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ