Monday, October 19, 2026
29.1 C
Odisha

    ଆଇଗିଣିଆରେ ବତକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଭୁବନେଶ୍ବରର ଆଇଗିଣିଆରେ ବତକ ଗାଡ଼ି ଦୁର୍ଟଣାଗ୍ରସ୍ତ । ୩ ହଜାରରୁ ଅଧିକ ବତକଙ୍କ ମୃତ୍ୟୁ । ମୃତ ବତକ ବୋହିନେଲେ ସ୍ଥାନୀୟ ଲୋକ । ବିଳମ୍ବିତ ରାତି ପ୍ରାୟ ସାଢେ ୩ଟାରେ ଦୁର୍ଘଟଣା ଘଟିଛି । ତାମିଲନାଡୁରୁ ଝାଡ଼ଖଣ୍ଡକୁ ଯାଉଥିଲା ବତକ ଗାଡି । ବ୍ରେକଫେଲ୍ ଯୋଗୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଡ୍ରାଇଭର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.1 ° C
    29.1 °
    29.1 °
    59 %
    2.1kmh
    15 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ