Sunday, January 18, 2026
21.2 C
Odisha

    ଆଜିଠାରୁ ରାଜ୍ୟରେ କମିବ ଶୀତ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ

    ଆଗକୁ ପଢନ୍ତୁ

    ଶୀତରେ ଥରୁଥିବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର । ଆଜିଠାରୁ ରାଜ୍ୟରେ ଶୀତ କମିବା ଆରମ୍ଭ କରିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ଫଳରେ ଥଣ୍ଡାର ପ୍ରକୋପ କମିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ସର୍ବନିମ୍ନ ତାପାମାତ୍ରା ଘୁ.ଉଦୟଗିରି ଠାରେ ୨.୫ ଡିଗ୍ରୀ ରହିଥିଲା ।ସେହିପରି ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜିଠୁ ବାୟୁ ଚଳନରେ ପରିବର୍ତ୍ତନ ଦେଖାଯିବ । ଶୀତ ଲହରିର ସମ୍ଭାବନା ନାହିଁ। ଦିନରେ ପାଗ ଖରାଟିଆ ଓ ଆକାଶ ନିର୍ମଳ ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    21 %
    0.5kmh
    4 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ