Friday, March 13, 2026
37.7 C
Odisha

    ଆଜିଠୁ ଅଲ ଇଣ୍ଡିଆ ପୁଲିସ୍‌ ହକି ଚାମ୍ପିୟନସିପ: ଉଦଘାଟନ କଲେ ପୁଲିସ୍‌ ଡିଜି

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ଆଜିଠୁ ୭୩ତମ ଅଲ୍ ଇଣ୍ଡିଆ ପୁଲିସ୍ ହକି ଚାମ୍ପିୟନସିପ୍ । କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଏହାକୁ ଉଦଘାଟନ କରିଛନ୍ତି ପୁଲିସ୍ ଡିଜି ଓ୍ବାଇ ବି ଖୁରାନିଆ। ଦେଶର ବିଭିନ୍ନ ରାଜ୍ୟରୁ ପୁଲିସ୍ ହକି ଟିମ୍ ମ୍ୟାଚ ଖେଳିବେ । ଉଭୟ ପୁରୁଷ ଏବଂ ମହିଳା ପୁଲିସ୍ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିବେ। ଏହା ସହ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପିର ଟିମ ମଧ୍ୟ ଯୋଗ ଦେବେ । ଗତକାଲି ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ ଅନୁଷ୍ଠାନିକ ଭାବେ ପୋଲିସ ହକି ଚାମ୍ପିୟାନସିପ ୨୦୨୫ ର କର୍ଟନ ରେଜର ଓ ମାସ୍କଟ ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ