Friday, October 9, 2026
30.5 C
Odisha

    ପ୍ରଥମ ଦିନରେ ଗଣା ହେଲେ ୧୭ ହଜାର ଲୋକ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର  : ଗତକାଲିଠାରୁ ଦେଶବ୍ୟାପୀ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। କାଲି ପ୍ରଥମ ଦିନରେ ଓଡିଶାରେ ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି । ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସ୍ପଷ୍ଟ କରିଛନ୍ତି ।

    ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପର୍ଯ୍ୟାୟରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ। ୨୦୨୭ ମାର୍ଚ୍ଚ ୧ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେଉଥିବାବେଳେ ଜନସଂଖ୍ୟା ଗଣତି କରାଯିବ ବୋଲି ଜଣାପଡିଛି।  ଏହି ଅଭିଯାନରେ ପ୍ରାୟ ୩୦ ଲକ୍ଷ ଜନଗଣନା କର୍ମଚାରୀ ନିୟୋଜିତ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    50 %
    3.4kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ