Monday, August 31, 2026
23.7 C
Odisha

    ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୂଳିଆ ଯାତ୍ରା

    ଆଗକୁ ପଢନ୍ତୁ

    ବଲାଙ୍ଗିର  : ରକ୍ତ ରଞ୍ଜିତ ହେଲା ଶୂଳିଆ ପୀଠ ।  ଆଜିଠୁ ଆଦିବାସୀଙ୍କ ପ୍ରସିଦ୍ଧ ଶୂଳିଆ ଯାତ୍ରା ଆରମ୍ଭ।   ପରମ୍ପରା ନାଁରେ ପୁଣି ଥରେ ରକ୍ତ ରଂଜିତ ହେଲା ପୀଠ ।  ଖଇର ଗୁଡାର ବଡ଼ଖଳା କୁମୁରିଆର ସାନଖାଳ ଓ ନୂଆଖାଳରେ ପାଳନ ହେଉଛି ଶୂଳିଆ ଯାତ୍ରା ।  କିଛି ବର୍ଷ ହେବ ପରମ୍ପରାରେ କିଛି ବର୍ଷ ହେବ ଆଉ ପରମ୍ପରାରେ ହସ୍ତକ୍ଷେପ କରୁନାହିଁ ଜିଲ୍ଲା ପ୍ରଶାସନ ।

    କେବଳ ଶାନ୍ତି ଶୃଙ୍ଖଳା ପାଇଁ ଦୁଇଜଣ ମାଜିଷ୍ଟ୍ରେଟ, ଜଣେ ଅତିରିକ୍ତ sp, ୧୦ ପୋଲିସ ଅଫିସର, ୩ ପ୍ଲlଟୁନ ପୋଲିସ ଫୋର୍ସ, ୪୫ ହୋମଗାର୍ଡ ମୁତୟନ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.7 ° C
    23.7 °
    23.7 °
    95 %
    2.6kmh
    100 %
    Mon
    24 °
    Tue
    25 °
    Wed
    30 °
    Thu
    28 °
    Fri
    30 °

    ସମ୍ବନ୍ଧିତ