Friday, July 4, 2025
24.8 C
Odisha

    ଆଜିଠୁ କୃଷ୍ଣସାର ମୃଗ ଗଣନା

    ଆଗକୁ ପଢନ୍ତୁ

    ଗଞ୍ଜାମ : ଆଜିଠୁ ଆରମ୍ଭ ହେଉଛି କୃଷ୍ଣସାର ମୃଗ ଗଣନା । ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ତଥା ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ଆଜିଠୁ ଗଣନା ଆରମ୍ଭ ହେବ । ଏଥିପାଇଁ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ, ଭଂଜନଗର ସ୍ଥିତ ଲାଲସିଙ୍ଗି ସ୍ଥାୟୀ ଚାରା ଉଦ୍ୟାନ କେନ୍ଦ୍ର ଠାରେ ବନ କର୍ମଚାରୀ, ବିଭିନ୍ନ କଲେଜ ଛାତ୍ର ଏବଂ ନନ୍ଦନକାନନରୁ ଆସିଥିବା ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟରଙ୍କୁ ତାଲିମ ଦିଆଯାଇଛି । ଆଜି ପୂର୍ବାହ୍ନ ସୁଧା ଏହି ଗଣନା ଶେଷ ହେବ । ଏଥିପାଇଁ ୫ ଟି ବନାଞ୍ଚଳରେ କୃଷ୍ଣସାର ମୃଗଙ୍କ ଗଣନା ପାଇଁ ୧୮ ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୫ ଜଣ ଲେଖାଏଁ ବନ କର୍ମଚାରୀ , କଲେଜ୍ ଛାତ୍ର ଏବଂ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    2.9kmh
    100 %
    Fri
    25 °
    Sat
    29 °
    Sun
    25 °
    Mon
    27 °
    Tue
    24 °

    ସମ୍ବନ୍ଧିତ