Tuesday, August 25, 2026
25 C
Odisha

    ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ୮ ତାରିଖ ଯାଏଁ ଜାରି ରହିବ ବର୍ଷା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ପୁଣି ବର୍ଷାରେ ଭିଜିବ ଓଡ଼ିଶା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ । ୮ ତାରିଖ ଯାଏ ପୁରା ରାଜ୍ୟକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ସକାଳ କେତେକ ସ୍ଥାନରେ ବର୍ଷା ହୋଇଛି।କାଲି ସକାଳ ସାଢ଼େ ୮ଟା ଯାଏ ଅତିପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟରେ ୧୩ ଜିଲ୍ଲା । ୬ ତାରିଖରେ ଅତିପ୍ରବଳ ବର୍ଷା ପାଇଁ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

    ୮ ତାରିଖ ଯାଏ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ରହିିଛି । ଏହାପରଠୁ କମିବ ବର୍ଷା ବିସ୍ତୃତି । ୯ ଏବଂ ୧୦ ତାରିଖରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    92 %
    2kmh
    100 %
    Tue
    25 °
    Wed
    30 °
    Thu
    29 °
    Fri
    28 °
    Sat
    28 °

    ସମ୍ବନ୍ଧିତ