Thursday, October 8, 2026
22.2 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ:-ଆପଣଙ୍କ କାମରେ ଆତ୍ମବିଶ୍ବାର ଝଲକ ଦେଖାଦେବ। ସ୍ଥଗିତ ଥିବା କାମ ନିଜ ଲୋକଙ୍କ ମାଧ୍ୟମରେ ପୂରା ହେବ। ବିରୋଧୀ ପକ୍ଷ ଦୂରତ୍ବ ବନାଇ ରହିବେ। ପ୍ରତିଯୋଗୀ ପରୀକ୍ଷା ସମ୍ବନ୍ଧୀୟ ଶୁଭ ଖବର ପାଇବେ।

    ବୃଷ:-ବ୍ୟବସାୟୀ ନିଜ ଯୋଜନା ଗୁପ୍ତ ରଖନ୍ତୁ, ସଫଳତା ଜରୁର ହାସଲ ହେବ। କୌଣସି କାମରେ ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ। ବନ୍ଧୁ ସହିତ ଯିବାକୁ ଥିବା ଭ୍ରମଣର ଯୋଜନା ବାତିଲ ହେବ।

    ମିଥୁନ:-କୌଣସି ପ୍ରଶ୍ନର ଉତ୍ତର ପାଇଯିବେ। କାମରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମ ଜୀବନ ଭଲ ରହିବ।

    କର୍କଟ:-ଜୀବନସାଥୀ କିଛି ଏଭଳି କାମ କରିବେ ଯାହା ଦେଖି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ। ଧନଲାଭର ଯୋଗ ଅଛି। କାରବାରରେ ଏଭଳି କଥା ସାମନାକୁ ଆସିବ ଯାହା ଭବିଷ୍ୟତରେ ଲାଭପ୍ରଦ ହେବ।

    ସିଂହ:-କାମରେ କରି ଆସୁଥିବା କଠିନ ପରିଶ୍ରମ ଫଳଦାୟୀ ସିଦ୍ଧି ହେବ। କୌଣସି ବନ୍ଧୁ ଆପଣଙ୍କ ସହ ମିଶିବା ପାଇଁ ଘରକୁ ଆସି ପାରନ୍ତି। ରାଜନୀତିକ ଲୋକଙ୍କର ସମାଜରେ ଦବଦବା ରହିବ।

    କନ୍ୟା:-ବୁଦ୍ଧିମତ୍ତାରେ କାମ କରନ୍ତୁ ଯଥେଷ୍ଟ ଲାଭ ପାଇବେ। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। କୌଣସି ମୁସ୍କିଲ ପରିସ୍ଥିତିରେ ବନ୍ଧୁର ସାହାଯ୍ୟ ପାଇବେ। ବେପାରରେ ଉନ୍ନତି ହେବ।

    ତୁଳା:-ଆଖପାଖର ଲୋକ ଆପଣଙ୍କ ଉପରେ ଖୁସି ରହିବେ। କାମ ପ୍ରତି ସଚେତ ରୁହନ୍ତୁ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିପାରନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କର ଆର୍ଥିକ ଲାଭ ହେବ।

    ବିଛା:-ମନ ଆଧ୍ୟାତ୍ମିକରେ ଲାଗି ରହିବ। ନୂଆ ବେପାରରେ ବାପା ମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ନବ ବିବାହିତ ଦମ୍ପତ୍ତି ସାମାଜିକ ସମାରୋହକୁ ଯାଇ ପାରନ୍ତି। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

    ଧନୁ:-କୌଣସି ଅସହାୟଙ୍କୁ ସାହାଯ୍ୟ କରିବେ। ବ୍ୟର୍ଥ କାମ ଠୁ ନିଜକୁ ଦୂରରେ ରଖନ୍ତୁ। କଲେଜ ବନ୍ଧୁ ସହିତ ହସ ମଜାକ କରିବେ। ନିଜର ବିବାହ ସମ୍ବନ୍ଧରେ ଘର ଲୋକଙ୍କ ସହିତ କଥା ହୋଇ ଭଲ ପ୍ରତିକ୍ରିୟା ପାଇବେ।

    ମକର:-ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ପକ୍ଷ ସୁଦୃଢ଼ ହେବ। ମହିଳା ଜୀବନସାଥୀ ଠାରୁ ଉପହାର ପାଇବେ। ବଦଳି ପାଇଁ କରିଥିବା ଆବେଦନ ସ୍ବୀକାର ହେବ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ସତେଜ ରହିବ।

    କୁମ୍ଭ:-ଧୈର୍ଯ୍ୟଧରି ରୁହନ୍ତୁ, ସମୟ ସହିତ ଚାଲନ୍ତୁ। ଅସୁବିଧାକୁ ଦ୍ରୁତଗତିରେ ମୁକାବିଲା କରିବେ। ଉନ୍ନତି ପାଇଁ ନୂଆ ମାର୍ଗ ପାଇବେ। ଜୀବନସାଥୀ ଠୁ କୌଣସି ଜରୁରୀ କାମରେ ସାହାଯ୍ୟ ପାଇବେ।

    ମୀନ:-ବେପାରରେ ଧନଲାଭ ଯୋଗ ଅଛି। ଜମି ସଂପର୍କିତ ବଡ଼ ମାମଲା ସମାଧାନ ହୋଇଯିବ। ଆପଣଙ୍କର ମାନ ସମ୍ମାନ ବଢ଼ିବ। ଭାଗୀଦାରିରେ କାରବାର କରିବା ଲଗି ଦିନଟି ଭଲ। ଘରେ ସୁଖ ସୁବିଧା ବୃଦ୍ଧି ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ