Saturday, February 22, 2025
20.1 C
Odisha

    ଆଜିର ରାଶିଫଳ

    ଆଗକୁ ପଢନ୍ତୁ

    ମେଷ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ବିଦେଶ ଯାତ୍ରା ସଫଳ ହେବା ଖର୍ଚ୍ଚ ବୃଦ୍ଧି ହୋଇପାରେ ।

    ବୃଷ : କୋର୍ଟ କଚେରୀ ମାମଲାଠାରୁ ଦୁରେଇ ରୁହନ୍ତୁ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

    ମିଥୁନ : ବିଦ୍ୟାର୍ଥୀ ସଫଳତା ପାଇବେ । ପାରିବାରିକ ସମସ୍ତୟା ଦୂର ହେବ । ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ଆୟ ମଧ୍ୟମ ରହିବ ।

    କର୍କଟ : ପେଟଜନିତ ରୋଗରେ ପିଡ଼ିତ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବା ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

    ସିଂହ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

    କନ୍ୟା : ଆପଣଙ୍କ ପାଇଁ ଦିନଟି ଖୁସିରେ କଟିବ । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।

    ତୁଳା : କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେକ କାର୍ଯ୍ୟ ରନ୍ତୁ । ସୁସ୍ୱାଦୁ ଭୋଜନ କରିବେ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

    ବିଛା : ସୁସ୍ୱାଦୁ ଭୋଜନ କରିବା ସହ କର୍ମକ୍ଷେତ୍ରରେ ଛନ୍ନତି ହେବ । ବିଦେଶ ଯାତ୍ରା କରିପାରନ୍ତି । ପରିବାରର ସହୋଗ ମିଳିବ ।

    ଧନୁ : ଭାବାଚିନ୍ତି ଧନ ନିବେଶ କରନ୍ତି । ଆଜିର ଦିନକୁ ଦେଖି ରଖି କାର୍ଯ୍ୟ କରନ୍ତୁ । ଅନ୍ୟମାନଙ୍କ କଥାକୁ ବିଶ୍ବାସ କରନ୍ତୁ ନାହିଁ ।

    ମକର : ତର୍କବିତର୍କ ହୋଇପାରେ । ଖର୍ଚ୍ଚ ବୃଦ୍ଧି ହେବ । ହଠାତ୍ କ୍ରୋଧାନ୍ବିତ ହୁଅନ୍ତୁ ନାହିଁ । ପାରିବାରିକ ଅଶାନ୍ତି ଦେଖାଦେବ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖାଦେବ ।

    କୁମ୍ଭ : ବନ୍ଧୁଙ୍କ ସାହାଯ୍ୟରୁ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେ
    ବ । ସାମାଜିକ ସ୍ତରରେ କେତେମ ନୂତନ କାମରେ ପରିକଳ୍ପନା କରି ପ୍ରଶଂସିତ ହେବେ । ଘରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ଆଶଙ୍କା ରହିଛି ।

    ମୀନ : ଆଜି ଯେଉଁ ସମସ୍ୟା ବହୁତ ଦିନରୁ ଥିଲା ତାହା ସମାଧାନ ହୋଇପାରେ । ଯେତେ ଭଲ କାମ କଲେ ମଧ୍ୟ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ । ଆର୍ଥିକ ସ୍ଥିତି ପୂର୍ବବତ୍ ରହିବ, କିନ୍ତୁ କାମ ଅଟକିବ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    86 %
    2.1kmh
    0 %
    Fri
    20 °
    Sat
    35 °
    Sun
    34 °
    Mon
    35 °
    Tue
    36 °

    ସମ୍ବନ୍ଧିତ