Sunday, September 13, 2026
28.7 C
Odisha

    ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

    ଆଗକୁ ପଢନ୍ତୁ

    ପୁରୀ: ଆଜି ଶ୍ରୀଜିଉଙ୍କ ଆଡ଼ପ ବିଜେ । ସନ୍ଧ୍ଯା ଆଳତି ପରେ ଆଡପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ । ଗୋଟି ପହଣ୍ଡିରେ ମହାପ୍ରଭୁଙ୍କ ଆଡପ ବିଜେ ନୀତି ଅନୁଷ୍ଠିତ ହେବ । ଏବେ ଶରଧାବାଲିରେ ରଥାରୂଢ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।


    ରଥ ଉପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଭକ୍ତ କୃତାର୍ଥ ହେଉଛନ୍ତି । ଦିବ୍ଯ ଦର୍ଶନ କରି ଜୀବନକୁ ଧନ୍ଯ ମନେ କରୁଛନ୍ତି ଭକ୍ତ । ଗତ ରବିବାରେ ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ନୀତି ସମ୍ପନ୍ନ ହୋଇଥିଲା । ଗତକାଲି ଅଧାରେ ରହିଥିବା ତିନି ରଥକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶରଧାବାଲିକୁ ଟାଣି ଆଣିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ