Sunday, October 25, 2026
18.3 C
Odisha

    ଆଜି ଝଡ଼ବର୍ଷା: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି,

    ଆଗକୁ ପଢନ୍ତୁ

    ସାରା ରାଜ୍ୟରେ କମିବାକୁ ଯାଉଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୩ ଦିନ ଲୋକଙ୍କୁ ପ୍ରବଳ ତାତିରୁ ଆଶ୍ୱସ୍ତି ମିଳିପାରିବ । ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ । ଏହାବ୍ୟତୀତ ୫ଟି ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ଅନୁଗୁଳ, ଡେଙ୍କାନାଳ, ଯାଜପୁର ଏବଂ କଟକ ୫ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଜି ଏହି ଜିଲ୍ଲା ଗୁଡ଼ିକରେ ବର୍ଷା ହେବା ସହ ଝଡ଼ ତୋଫାନ ହେବାର ଆକଳନ କରାଯାଇଛି । ସେହିପରି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ୪୦ରୁ ୫୦ କି.ମି ବେଗରେ ପବନ ବହିପାରେ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    68 %
    1.5kmh
    4 %
    Sun
    28 °
    Mon
    27 °
    Tue
    30 °
    Wed
    29 °
    Thu
    23 °

    ସମ୍ବନ୍ଧିତ