Monday, March 16, 2026
35.1 C
Odisha

    ଆଜି ଦେଢ଼ ମାସ ପରେ ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ

    ଆଗକୁ ପଢନ୍ତୁ

    ପାଟନା: ଆଜି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ବିହାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାର ସମ୍ଭାବନରା ରହିଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ବିଜେପିର ମଙ୍ଗଳ ପାଣ୍ଡେ, ନୀତିନ ନବୀନ, ହରି ସାହାନି ଏବଂ ଦିଲ୍ଲୀପ ଜୟସ୍ୱାଲ ମନ୍ତ୍ରୀ ଭାବେ ଶପଥ ନେବାର ସୂଚନା ରହିଛି। ତେବେ ଏପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ତାଲିକା ପ୍ରକାଶ ପାଇନାହିଁ। କିନ୍ତୁ ଶପଥ ନେବାକୁ ଥିବା ନେତାମାନଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଥିବା ଜଣାପଡ଼ିଛି।

    ନୂଆ ସରକାର ଗଠନ ହେବାର ପ୍ରାୟ ଦେଢ଼ ମାସ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଯାଉଛି। ଜେଡିୟୁ ବିଧାୟକମାନଙ୍କୁ ପାଟନାରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ବର୍ତ୍ତମାନ ବିଜେପି ନେତାମାନେ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେବାକୁ ଦାବି ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    22 %
    1kmh
    3 %
    Mon
    38 °
    Tue
    38 °
    Wed
    37 °
    Thu
    35 °
    Fri
    34 °

    ସମ୍ବନ୍ଧିତ