Friday, June 26, 2026
30.1 C
Odisha

    ଆଜି ପହିଲି ରଜ, ଘରେ ଘରେ ପିଠାପଣାର ମହକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢର ପହିଲି ପୁଲକରେ ଆସିଛି ରଜ ପର୍ବ । ୩ଦିନ ଧରି ପାଳିତ ହୋଇଥାଏ ଏହି ରଜ ପର୍ବ । କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁଆଁରୀମାନେ ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦୀ, ମୁଣ୍ଡରେ କୁଙ୍କୁମ ଲଗାଇ ସଜବାଜ ହୋଇଛନ୍ତି ।

    ପିଠା ଓ ରଜ ପାନ ଖାଇ ଗାଁ ବୁଲିବା ସହ ଦୋଳି ଖେଳିବାରେ ଲାଗିଛନ୍ତି । ଘରେ ଘରେ ପିଠାପଣାର ମହକ । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.1 ° C
    30.1 °
    30.1 °
    63 %
    1.1kmh
    14 %
    Fri
    37 °
    Sat
    38 °
    Sun
    37 °
    Mon
    37 °
    Tue
    34 °

    ସମ୍ବନ୍ଧିତ