Tuesday, April 7, 2026
26.1 C
Odisha

    ଆଜି ବିଶ୍ବ ଏଡ୍‌ସ ଦିବସ

    ଆଗକୁ ପଢନ୍ତୁ

    ଅନ୍ୟାନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ୨୦୩୦ ସୁଦ୍ଧା ରାଜ୍ୟକୁ ଏଡ୍‌ସ ମୁକ୍ତ ପାଇଁ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରିଥିଲେ। ଏଡ୍‌ସ ସଚେତନତାରୁ ନେଇ ପରୀକ୍ଷା, ଚିକିତ୍ସା ଏବଂ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟରେ ଏବେ ୧୬୭ ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ପିପିପି ମୋଡରେ ୭ଟି ଆଇସିଟିସି ଏବଂ ୧୨୩୨ ସ୍କ୍ରିନିଂ କେନ୍ଦ୍ର କାର୍ଯ୍ୟ କରୁଛି। ଚିକିତ୍ସା ନିମନ୍ତେ ୨୦ଟି ଏଆରଟି କେନ୍ଦ୍ର ରହିଥିବାବେଳେ ୨ଟି ଘରୋଇ ଭେଷଜ ମହାବିଦ୍ୟାଳୟରେ ଏଆରଟି କେନ୍ଦ୍ର ଖୋଲିବ। ୧୧ଟି ରେଳଷ୍ଟେସନ ଏବଂ ବିଭିନ୍ନ ବସ ରହଣିସ୍ଥଳରେ ସଚେତନତା କରାଯାଉଥିବା ବେଳେ ଗଣମାଧ୍ୟମ ଓ ଲୋକନୃତ୍ୟ ମାଧ୍ୟମରେ ସଚେତନ କରାଯାଉଛି। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୧୫୦୦ରୁ ଅଧିକ ରେଡ଼୍ ରିବନ କ୍ଲବ କାର୍ଯ୍ୟ କରୁଛି। ସେହିପରି ଏଡ୍ସ ଆକ୍ରାନ୍ତ ଗର୍ଭବତୀଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ୫୦୦ ଟଙ୍କା ଦିଆଯାଉଛି। ସମସ୍ତ ସନ୍ଦେହ ଦୂର ପାଇଁ ୧୦୯୭ ନିଃଶୁଳ୍କ ନମ୍ବର ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26.1 ° C
    26.1 °
    26.1 °
    59 %
    3.2kmh
    82 %
    Tue
    31 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ