Friday, March 20, 2026
21.7 C
Odisha

    ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି ! ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇପାରନ୍ତି ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି ।  ମହିଳା ପ୍ରାର୍ଥୀଙ୍କୁ ଦିଲ୍ଲୀ ଟିକେଟ ଦେଇପାରନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ଯଥେଷ୍ଟ ସମ୍ଭାବନା ରହିଛି।

    ଏହା ପୂର୍ବରୁ ଗତକାଲି ନବୀନ ନିବାସରେ ସୁପ୍ରିମୋ ନବୀନଙ୍କ ଅଧ୍ୟକ୍ଷତାରେ ଦଳୀୟ ବିଧାୟକଙ୍କ ବୈଠକ ବସିଥିଲା । ସାଂଗଠନିକ ବିଷୟ ନେଇ ଆଲୋଚନା ହୋଇଛି । ସଂଗଠନ କିପରି ମଜଭୁତ ହେବ ସେ ନେଇ ଆଲୋଚନା କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ନେଇ ନବୀନ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ଦଳର ବରିଷ୍ଠ ନେତା କହିଛନ୍ତି । ବିଧାୟକଙ୍କ ସଂଖ୍ୟାଦୃଷ୍ଟିରୁ ବିଜେଡି ଗୋଟିଏ ରାଜ୍ୟସଭା ଆସନରେ ଜିତିବା ନିଶ୍ଚିତ । ଏଭଳି ସ୍ଥଳେ ବିଜେଡି ୬ସେଟ ନାମାଙ୍କନ ପତ୍ର ନେବା ନେଇ ଦଳର ବଡ଼ ରଣନୀତିକୁ ସ୍ପଷ୍ଟ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    73 %
    0.8kmh
    100 %
    Fri
    22 °
    Sat
    32 °
    Sun
    33 °
    Mon
    34 °
    Tue
    37 °

    ସମ୍ବନ୍ଧିତ