Saturday, October 10, 2026
27.9 C
Odisha

    ଆଜି ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର :ଏବେ ଚିନ୍ତା ବଢାଉଛି ଏଚ୍‌ଏମ୍‌ପିଭି। ଦିନକୁ ଦିନ ଦେଶରେ ଏଚଏମ୍‌ପିଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ଆଜି ଦିନ ୧୧ଟାରେ ଲୋକସେବା ଭବନରେ ଏଚଏମପିଭିକୁ ନେଇ ସ୍ଵାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ବସିବ। ଏହି ଗୁରୁତ୍ଵପୂର୍ଣ୍ଣ ବୈଠକ ସ୍ଵାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ସିଡିଏମଓ ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ। ସବୁ ଜିଲ୍ଲାର ସ୍ଥିତି ଏବଂ ପ୍ରସ୍ତୁତିକୁ ନେଇ ଆଲୋଚନା କରାଯିବ। ଏଚଏମ୍‌ପିଭିକୁ ନେଇ କେନ୍ଦ୍ରର ଗାଇଡ୍ ଲାଇନକୁ ଅପେକ୍ଷା କରାଯାଇଛି। ଏହାପରେ ପରବର୍ତ୍ତୀ କାର୍ଯ୍ୟ ପନ୍ଥା ଗ୍ରହଣ କରାଯିବ। ତେବେ ଏଚଏମପିଭି ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ରାଜ୍ୟ ନିରୀକ୍ଷଣ ବ୍ୟବସ୍ଥା ଜାରିରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.9 ° C
    27.9 °
    27.9 °
    72 %
    1.6kmh
    0 %
    Sat
    25 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ