Saturday, May 10, 2025
39.2 C
Odisha

    ଆପଣ ଜାଣିଛନ୍ତି କି ବାଦାମ୍ ଖାଇବା ଶରୀର ପାଇଁ ହାନିକାରକ !

    ଆଗକୁ ପଢନ୍ତୁ

    ବାଦାମ ଏକ ସ୍ବାଦିଷ୍ଟ ଡ଼୍ରାଏଫୁଡ଼ ହେବା ସହ ଶରୀର ପାଇଁ ମଧ୍ୟ ବହୁ ଲାଭକାରୀ ହୋଇଥାଏ । ଏଥିରେ ଭରପୁର ମାତ୍ରାର କ୍ୟାଲସିୟମ୍ , ଭିଟାମିନ୍ , ଫାଇବର ଏବଂ ଆଣ୍ଟିଅକ୍ସିଡ଼େଣ୍ଟ ରହିଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ରୋଗମୁକ୍ତ ରଖିଥାଏ । ନିୟମିତ ଭାବେ ତିନି ରୁ ଚାରୋଟି ବାଦାମ ଖାଇବା ଦ୍ବାରା ଶରୀର ପ୍ରତି ବହୁ ଲାଭକାରୀ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି , କିଛି ବ୍ୟକ୍ତିଙ୍କର ବାଦାମ ଖାଇବା ତାଙ୍କ ଶରୀର ପ୍ରତି ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିଙ୍କୁ ବାଦାମ ଖାଇବା ମନା ।

    ଯଦି ଆପଣଙ୍କର ଉଚ୍ଚରକ୍ତ ଚାପ ସମସ୍ୟା ରହିଛି ତେବେ ଭୁଲରେ ମଧ୍ୟ ବାଦାମ ଖାଆନ୍ତୁ ନାହିଁ ।

    ଏହା ସହ ଯେଉଁ ବ୍ୟକ୍ତିଙ୍କର ଗଲବ୍ଲାଡ଼ର ବା ଷ୍ଟୋନ୍ ସମସ୍ୟା ରହିଛି ସେମାନଙ୍କୁ ବାଦାମ ଖାଇବା ଦରକାର ନାହିଁ । କାରଣ ବାଦାମରେ ଥିବା ଅଧିକ ପରିମାଣର ଆକ୍ସଲେଟ ରହିଥାଏ ଯାହା ଏହି ରୋଗୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ ।

    ବାଦାମରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଏଣୁ ଅଧିକ ମାତ୍ରାରେ ବାଦାମ ଖାଇଲେ ପାଚନ ପକ୍ରିୟାରେ ଅସୁବିଧା ହୋଇଥାଏ।

    ଏଥିରେ ରହିଥିବା ଭିଟାମିନ ଇ ମୁଣ୍ଡବିନ୍ଧା , ଥକାପଣ ଏବଂ ମାଇଗ୍ରେନ୍ ଆଦିର କାରଣ ପାଲଟିଥାଏ ।

    ଯଦି କୌଣସି କାରଣରୁ ଆଣ୍ଟିବାୟୋଟକ୍ ଔଷଧ ସେବନ କରୁଛନ୍ତି ତେବେ ବାଦାମ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ।

    ଏହା ଗ୍ୟାସ ତଥା ଏସିଡ଼ିଟି ସମସ୍ୟାର କାରଣ ହେବା ସହ ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.2 ° C
    39.2 °
    39.2 °
    20 %
    2.1kmh
    27 %
    Sat
    40 °
    Sun
    42 °
    Mon
    41 °
    Tue
    43 °
    Wed
    43 °

    ସମ୍ବନ୍ଧିତ