Saturday, October 24, 2026
28.8 C
Odisha

    ଭୂକମ୍ପରେ ଥରିଲା ପାକିସ୍ତାନ

    ଆଗକୁ ପଢନ୍ତୁ

    ଇସ୍‌ଲାମବାଦ୍‌ : ଭାରତ-ପାକିସ୍ତାନ ଯୁଦ୍ଧ ଭିତରେ ପାକିସ୍ତାନକୁ ମିଳିଛି ଧର୍ମଦଣ୍ଡ। ଏପଟେ ଭାରତଠାରୁ ପ୍ରଚଣ୍ଡ ପ୍ରହାର ଖାଉଥିବା ‌ବେଳେ ଦାଉ ସାଧୁଛି ପ୍ରକୃତି। ଗତକାଲି ରାତିରେ ପାକିସ୍ତାନରେ ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (ଏନ୍‌ସିଏସ୍‌) କହିଛି ଯେ ଆଜି ପାକିସ୍ତାନରେ ଦିନ ୦୧.୪୪ (ଆଇଏସ୍‌ଟି) ରେ ରିକ୍ଟର ସ୍କେଲରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି ବା ଏଥିରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    43 %
    3.1kmh
    4 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    26 °

    ସମ୍ବନ୍ଧିତ