Tuesday, October 6, 2026
22.8 C
Odisha

    ଆରଆଇ, ଅମିନ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ

    ଆଗକୁ ପଢନ୍ତୁ

    ଆରଆଇ, ଅମିନ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ । ଏହି ଅଭିଯୋଗ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପରୀକ୍ଷାର୍ଥୀ। ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଷ୍ଟୁଡେଣ୍ଟସ ଏଗ୍ନେଷ୍ଟ କର୍ପୋରେସନ ନେତୃତ୍ୱରେ ଶହ ଶହ ଆଶାୟୀ ଯୁବକ ଯୁବତୀ ପରୀକ୍ଷା ବାତିଲ ଓ ନିଯୁକ୍ତିରେ ଦୁର୍ନୀତି ନେଇ ରାଷ୍ଟ୍ରପତିଙ୍କୁ ଚିଠି ପଠାଇଛନ୍ତି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ତାଙ୍କୁ ଅନୁରୋଧ କରାଯାଇଛି । କଟକ ଅରୁଣୋଦୟ ମାର୍କେଟ ପୋଷ୍ଟ ଅଫିସରେ ଏଥିପାଇଁ ଶହ ଶହ ପିଲା ଏକାଠି ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    88 %
    1.5kmh
    2 %
    Tue
    22 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ