Sunday, October 4, 2026
24.3 C
Odisha

    ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ

    ଆଗକୁ ପଢନ୍ତୁ

    ଆଜିଠୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ପଞ୍ଜିକରଣ। ଅକ୍ଟୋବର ୨୫ ତାରିଖ ଯାଏ ଚାଲିବ ପଞ୍ଜିକରଣ। ହାଇବ୍ରିଡ଼ ଏବଂ ଅନଲାଇନରେ ହେବ ପଞ୍ଜିକରଣ। ପଞ୍ଜିକରଣରେ ୧୦ଟି ଟିମ ନିୟୋଜିତ ରହିଛନ୍ତି। ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିପାରିବେ ବ୍ୟବସାୟୀ। କଟକ ବାରବାଟୀ ପ୍ୟାଲେସରେ ଚାଲିଛି ପଞ୍ଜିକରଣ। ଅକ୍ଟୋବର ୨୭ରୁ ଆରମ୍ଭ ହେବ ପ୍ଲଟ ନିଲାମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ