Wednesday, April 1, 2026
29.8 C
Odisha

    ଆସନ୍ତାକାଲିଠୁ ବଢିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲିଠୁ ବଢିବ ଶୀତ । ଥଣ୍ଡା ପ୍ରକୋପରେ ଅସ୍ତବ୍ୟସ୍ତ ହେବ ପୁରା ରାଜ୍ୟ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଜିଠାରୁ ପାରଦ ୪ ଡ଼ିଗ୍ରୀ କମିବ । କନ୍ଧମାଳ କୋରାପୁଟ ଜିଲ୍ଲାର ପାହାଡିଆ ଓ ସମତଳ ଅଞ୍ଚଳରେ ଶୀତ ବଢିଛି । ରାତି୨ଟାରୁ ତାପମାତ୍ରା ୪ ଡିଗ୍ରୀ କମିବ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଶୀତ । ଅନ୍ୟପଟେ ରାଜ୍ୟରେ ବଢ଼ୁଛି କୁହୁଡ଼ିର ପ୍ରଭାବ । ଆଜି ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଯାହାର ଭିଜିବିଲିଟି ୨୦ ମିଟର ରହିଛି । ଆଗାମୀ ୫ ଦିନ ଧରି ଅନେକ ଜିଲ୍ଲାରେ ଭୋର ଓ ସକାଳ ସମୟରେ କୁହୁଡ଼ି ଜାରି ରହିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.8 ° C
    29.8 °
    29.8 °
    32 %
    1.5kmh
    76 %
    Tue
    29 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ