Monday, October 5, 2026
29.1 C
Odisha

    ଆସନ୍ତାକାଲି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତାକାଲି ଅର୍ଥାତ ୨୪ ତାରିଖ ଗୁରୁବାର ଦିନ ୪ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ଚିତାଲାଗି ଅମାବାସ୍ୟା ନୀତି ଯୋଗୁଁ ଦର୍ଶନ ବନ୍ଦ ରହିବ। ତେବେ ଜଗା ଦର୍ଶନ ପାଇଁ କାଲି ଯାଉଥିଲେ ଜାଣି ରଖନ୍ତୁ ସମୟ, କେଉଁ ଚାରି ଘଣ୍ଟା ବନ୍ଦ ରହିବ।

    ସୂଚନା ମୁତାବକ ଆସନ୍ତାକାଲି ଚିତାଲାଗି ଅମାବାସ୍ୟା ନୀତି ପାଇଁ ଦିନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ ନୀତି। ଗୁପ୍ତ ନୀତି ଥିବାରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଏହି ସମୟ ପୂର୍ବରୁ କିମ୍ବା ପରେ ଆପଣ ଜଗା ଦର୍ଶନ କରିପାରିବେ। ଏହି ସମୟରେ ଗୁପ୍ତ ନୀତି ଯୋଗୁଁ ମନ୍ଦିର ବନ୍ଦ ରହିବ ଏବଂ ଆପଣ ଜଗା ଦର୍ଶନ ମଧ୍ୟ କରିପାରିବେନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    71 %
    1.6kmh
    0 %
    Mon
    26 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ