Saturday, March 21, 2026
27.2 C
Odisha

    ଆସନ୍ତା ବର୍ଷରୁ ଆରମ୍ଭ ହେବ ‘ବାଲ୍ ବାଟିକା’ ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ବର୍ଷରୁ ବାଲ୍ ବାଟିକା କାର୍ଯ୍ୟକାରୀ ହେବ । ୪୫ ହଜାର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ବାଲ୍ ବାଟିକା ।ଏ ନେଇ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା ଦେଇଛନ୍ତି । ଏ ନେଇ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା କହିଛନ୍ତି ମନ୍ତ୍ରୀ । ଭିତ୍ତିଭୂମି ପାଇଁ କୌଣସି ଅସୁବିଧା ହେବ ନାହିଁ । ବଜେଟରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ମିଳିଛି ।ଶିକ୍ଷା ପାଇଁ ୩୧,୧୮୫ କୋଟି ବ୍ୟୟ ବରାଦ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27.2 ° C
    27.2 °
    27.2 °
    48 %
    0.4kmh
    11 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ