Sunday, May 11, 2025
34.4 C
Odisha

    ଆସନ୍ତୁ ଜାଣିବା ସ୍ତନ କର୍କଟ ରୋଗର କାରଣ

    ଆଗକୁ ପଢନ୍ତୁ

    ଆଜିକାଲି ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ରୋଗ ଅଧିକାଂଶ ମହିଳାମାନଙ୍କ ଶରୀରରେ ଦେଖାଦେଇଛି lଏହାକୁ ଜେନେଟିକ ମଧ୍ୟ କୁହାଯାଇ ଥାଏ l ସ୍ତନ କର୍କଟ ରୋଗରେ ଲଗାତାର ଭାବରେ ମହିଳା ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି l କିଛି ମହିଳାଙ୍କୁ ଲାଗିଥାଏ ଟାଇଟ ବ୍ରା ପିନ୍ଧିବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ର ସମ୍ଭାବନା ବଢି ଯାଇଥାଏ।ଟାଇଟ ବ୍ରା ପିନ୍ଧିବା କିମ୍ବା ନ ପିନ୍ଧିବା ଉପରେ ବ୍ରେଷ୍ଟ କ୍ୟାନ୍ସର ର କୌଣସି ସଂପର୍କ ନାହିଁ l ମାତ୍ର ଅତ୍ୟଧିକ ଟାଇଟ ବ୍ରା ପିନ୍ଧିବା ଦ୍ୱାରା ଲିମ୍ଫରେ ରକ୍ତ ସଂଚାଳନ କରିବାରେ ବାଧିତ ହୋଇଥାଏ l ଯାହା କି ବ୍ରେଷ୍ଟ କ୍ୟାନ୍ସରର କାରଣ ହୋଇଥାଏ l କିଛି ମହିଳାଙ୍କ ଧାରଣା ଯେ
    କଳା ରଙ୍ଗର ବ୍ରା ପିନ୍ଧିବା ଦ୍ୱାରା ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ କିନ୍ତୁ ଏହା ସତ୍ୟ ନୁହେଁ l ଅତ୍ୟଧିକ ମଦ୍ୟ ପାନ , ମୋଟାପା,  ଖରାପ ଜୀବନ ଶୈଳୀ କ୍ୟାନ୍ସର ର କାରଣ ହୋଇପାରେ l ଅନ୍ୟ ଏକ କାରଣ ସୂର୍ଯ୍ୟଙ୍କ ନିକଟରୁ ବାହାରୁଥିବା ଅଲଟ୍ରା ଭାଇୋଲେଟ ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ହୋଇପାରେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    27 %
    0.4kmh
    0 %
    Sun
    42 °
    Mon
    42 °
    Tue
    43 °
    Wed
    43 °
    Thu
    43 °

    ସମ୍ବନ୍ଧିତ