Monday, December 15, 2025
16.4 C
Odisha

    ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

    ଆଗକୁ ପଢନ୍ତୁ

    ବାଲେଶ୍ଵର: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ ଉତ୍‌କ୍ଷେପଣ କରାଯାଇଥିଲା। ୨୩୦ କିଲୋମିଟର ପର୍ଯ୍ୟନ୍ତ ଏହି ମିସାଇଲ ଲକ୍ଷ୍ୟଭେଦ କରିପାରିବ। ଟାର୍ଗେଟକୁ ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.4 ° C
    16.4 °
    16.4 °
    53 %
    1.5kmh
    0 %
    Mon
    16 °
    Tue
    28 °
    Wed
    28 °
    Thu
    27 °
    Fri
    26 °

    ସମ୍ବନ୍ଧିତ