Tuesday, April 7, 2026
27.6 C
Odisha

    ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ, ଦିଲ୍ଲୀ ଏୟାପୋର୍ଟକୁ ଆସିଛି ଇମେଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଇଣ୍ଡିଗୋ ଫ୍ଳାଇଟରେ ବୋମା ଧମକ ।  କୁଏତରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ ମିଳିଛି ।  ବିମାନରେ ସୁଇସାଇଡ ବୋମାର ନେଇ ଦିଲ୍ଲୀ ଏୟାପୋର୍ଟକୁ ଇମେଲ ଆସିଥିଲା ।  ପରେ ମୁମ୍ବାଇରେ ବିମାନର ଜରୁରୀ ଅବତରଣ କରାଯାଇଛି । ଏ ନେଇ ଇଣ୍ଡିଗୋ ବିମାନ ବନ୍ଦର କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇନି । ବିଳିମ୍ବିତ ରାତି ୧ଟା ୫୬ ମିନିଟରେ କିଏତରୁ ବିମାନ ଛାଡିଥିଲା । ପରେ ସକାଳ ୮ଟା ୧୦ ମିନିଟରେ ମୁମ୍ବାଇରେ ଜରୁରୀ ଅବତରଣ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ