Friday, April 17, 2026
37.6 C
Odisha

    ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ, ୭ ମୃତ ଓ ୮୨ ରୁ ଅଧିକ ଲୋକ ନିଖୋଜ

    ଆଗକୁ ପଢନ୍ତୁ

    ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂସ୍ଖଳନ । ପଶ୍ଚିମ ଜାଭାର ବାନ୍ଦୁଙ୍ଗ ଅଞ୍ଚଳରେ ଘଟିଥିବା ଏହି ଭୂସ୍ଖଳନରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୮୨ରୁ ଅଧିକ ଲୋକ ନିଖୋଜ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଉଦ୍ଧାରକାରୀ ଦଳ । ଆଜି ପ୍ରବଳ ବର୍ଷା ପରେ ଅଚାନକ ପାହାଡରୁ ଭୂସ୍ଖଳନ ହୋଇ ପାଖ ପାରିସିରଲାଗୁ ଗାଁକୁ ମାଡି ଯାଇଥିଲା । ଭୂସ୍ଖଳନରେ ଗାଁର ଅନେକ ଘର ମାଟି ତଳେ ପୋତି ହୋଇଯାଇଛି । କିଛି ଦିନ ପୂର୍ବରୁ ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଓ ପଶ୍ଚିମ ସୁମାତ୍ରାରେ ଭୟଙ୍କର ଭୂସ୍ଖଳନ ଓ ବନ୍ୟାରେ ୧୧୮୦ ଜଣଙ୍କ ମୃତ୍ୟୁ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ