Sunday, October 11, 2026
23.6 C
Odisha

    ଉତ୍କଳୀୟଜ୍ ଓ ଆଇଏଚ୍‌ସିଏଲ୍ ସିଲେକ୍‌ସନ୍ସର ‘ଶ୍ବେତାମ୍ବରୀ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହିଳା ଦିବସ ପାଳନ ପୂର୍ବରୁ ଉତ୍କଳୀୟଜ୍ ଓ ଆଇଏଚ୍‌ସିଏଲ୍ ସିଲେକ୍‌ସନ୍ସ ପକ୍ଷରୁ ହସ୍ତତନ୍ତ ନାରୀତ୍ବ ଉତ୍ସବ ‌‘ଶ୍ବେତାମ୍ବରୀ’ ଅନୁଷ୍ଠିତ ହୋଇଯାଇଛି। କାରିଗରୀ ଓ ନାରୀତ୍ବକୁ ସମ୍ମାନ ସ୍ବରୂପ ଆଇଏଚ୍‌ସିଏଲ୍ ତାଜ୍ ସିଲେକ୍‌ସନ୍ସ ସହଯୋଗରେ ହସ୍ତତନ୍ତ ପ୍ରେମୀମ‌ାନେ ଶ୍ବେତାମ୍ବରୀର ଆୟୋଜନ କରିଥିଲେ। ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଅଦ୍ବିତୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ ଇକତ୍-ଦ ମାଷ୍ଟରପିସ୍’ର ଲେଖିକା ଡ.ସରିତା ମିଶ୍ର ଯୋଗଦେଇ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା ଉପରେ ଆଲୋକପାତ କରିଥିଲେ। ୬୦ ଜଣରୁ ଅଧିକ ମହିଳା ଏହି ଅବସରରେ ପ୍ରାଚୀନ ଧଳା ହସ୍ତତନ୍ତ ଶାଢ଼ି ପିନ୍ଧି ସେଗୁଡ଼ିକୁ ପ୍ରଦର୍ଶିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ