Saturday, April 4, 2026
38.1 C
Odisha

    ଉପର ପଡିଆରେ ବି ହେବ ବାଲିଯାତ୍ରା

    ଆଗକୁ ପଢନ୍ତୁ

    କଟକ : ଉପର ପଡିଆରେ ବି ହେବ ବାଲିଯାତ୍ରା। ଏ ନେଇ ହାଇକୋର୍ଟକୁ ସତ୍ୟପାଠ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହାର ରୂପରେଖ କଣ ହେବ , ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ। ଆସନ୍ତା ୯ ତାରିଖରେ କଟକ ସହର ସମ୍ପର୍କିତ ମାମଲାର ଶୁଣାଣି ରହିଛି। ସେହି ୯ ତାରିଖରେ ଉପର ପଡିଆରେ ବାଲିଯାତ୍ରା ହେବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯିବ। ତେବେ ଲୋକ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। ଐତିହ୍ୟ ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଥିବା ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ କେବଳ ତଳ ପଡିଆରେ ବାଲିଯାତ୍ରାକୁ ନେଇ ବିବାଦ ଉଠିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ