Saturday, July 18, 2026
28.8 C
Odisha

    ଟିଭିଏସ ଶୋ’ରୁମ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ

    ଆଗକୁ ପଢନ୍ତୁ

    ସୋର : ବାଲେଶ୍ଵର ଜିଲ୍ଲା ଖଇରା ଥାନା ସୋର କୁପାରୀ ରାଜ୍ୟରାଜପଥର ନଟାପଡା ଛକ ନିକଟରେ ଥିବା ଏକ ଟିଭିଏସ ଶୋ’ରୁମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଗାଡ଼ି ନଷ୍ଟ ହୋଇଯାଇଛି । ସୋରୁମ ବନ୍ଦ ହୋଇଯାଇଥିଲା ବେଳେ ହଠାତ ଭିତରୁ ନିଆଁ ବାହାରିଥିଲା । ସ୍ଥାନୀୟ ଲୋକ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିବା ସହିତ ଖଇରା ଦମକଳ ବାହୀନିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଦୁଇଟି ଦମକଳ ପହଁଚି ନିଆଁକୁ ଆୟତ୍ତ କରିଥିଲେ ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ୨୦ ରୁ ଅଧିକ ଗାଡ଼ି ଜଳି ଯାଇଥିବାର ସୁଚନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.8 ° C
    28.8 °
    28.8 °
    74 %
    4.1kmh
    100 %
    Sat
    28 °
    Sun
    28 °
    Mon
    27 °
    Tue
    25 °
    Wed
    24 °

    ସମ୍ବନ୍ଧିତ