Tuesday, April 30, 2024
42.9 C
Odisha

    ଏକୁଟିଆ ଥିବାବେଳେ ଯୁବତୀମାନେ କ’ଣ କରିବାକୁ ପସନ୍ଦ କରନ୍ତି ?

    ଆଗକୁ ପଢନ୍ତୁ

    ଅଧିକାଂଶ ଯୁବତୀ ନିଜକୁ ଆଇନାରେ ଦେଖିବାକୁ ପସନ୍ଦ କରିଥାନ୍ତି । ଯଦି ଏପରି କୁହାଯାଏ ଯେ, ଆଇନା ହେଉଛି ଯୁବତୀଙ୍କ ବେଷ୍ଟ ଫ୍ରେଣ୍ଡ ତେବେ କୌଣସି ପ୍ରକାରେ ଭୁଲ୍ ହେବ ନାହିଁ । ଏକୁଟିଆ ଥିବା ସମୟରେ ଯୁବତୀମାନେ ଆଇନା ମାଧ୍ୟମରେ ନିଜକୁ ପରଖି ଥାନ୍ତି, ଅଲଗା ଅଲଗା ପ୍ରକାର ଏକ୍ସପ୍ରେସନ୍ ଦିଅନ୍ତି ଏବଂ ଆଇନା ସହ କଥା ହୋଇ ସେ ଏପରି କହିଲେ କିପରି ଦେଖାଯାନ୍ତି ତାହା ଦେଖିଥାନ୍ତି ।

    . ଅନେକ ଯୁବତୀ ଘରେ ଏକୁଟିଆ ଥିବା ସମୟରେ ବାଥରୁମକୁ ନିଜ ଫେବରେଟ୍ ସ୍ଥାନ ଭାବିଥାନ୍ତି । ଏକୁଟିଆ ସମୟରେ ବାଥରୁମରେ ପଶି ସେମାନେ ନିଜ ସାଙ୍ଗଙ୍କ ସହ ଦୀର୍ଘ ସମୟ ଥର ଫୋନ୍‌ରେ କଥା ହୁଅନ୍ତି କିମ୍ବା ଚାଟିଂରେ ବ୍ୟସ୍ତ ରୁହନ୍ତି ।
    ଅଧିକାଂଶ ଯୁବତୀ ଟାଇଟ୍ ଫିଟିଂ ବ୍ରା କୁ ଅନେକ ଘଣ୍ଟା ଧରି ପିନ୍ଧିବା ପରେ ଅଡ଼ୁଆ ଅନୁଭବ କରିଥାନ୍ତି । କିନ୍ତୁ ଘରେ ସେମାନେ ଏକୁଟିଆ ଥିବା ସମୟରେ ସର୍ବପ୍ରଥମେ ସେ ନିଜ ବ୍ରା ଖୋଲି ଦେଇ ଅନେକ ଆରାମ ଅନୁଭବ କରିଥାନ୍ତି ।

    . ଯେ କୌଣସି ସମୟରେ ବି ଯୁବତୀମାନେ ଫୋନ୍ ମାଧ୍ୟମରେ ସେଲ୍ଫିଂ ନେବାକୁ ପସନ୍ଦ କରନ୍ତି । ଘରେ ଏକୁଟିଆ ରହିବାର ସୁଯୋଗ ମିଳିଗଲେ ଯୁବତୀମାନେ ଘରର ପ୍ରତ୍ୟେକ କୋଣରୁ ଭିନ୍ନ ଭିନ୍ନ ଷ୍ଟାଇଲରେ ସେଲ୍ଫି ନେଇଥାନ୍ତି ଏବଂ ଏହାକୁ ନିଜେ ଦେଖି ଖୁସି ହୋଇଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    17 %
    3.9kmh
    0 %
    Tue
    42 °
    Wed
    45 °
    Thu
    44 °
    Fri
    43 °
    Sat
    44 °

    ସମ୍ବନ୍ଧିତ