Friday, March 20, 2026
22.2 C
Odisha

    ଏକ୍ସପାଏରୀ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

    ଆଗକୁ ପଢନ୍ତୁ

    ପାରାଦୀପ: ମଧ୍ୟାହ୍ନ ଭୋଜନ ପରେ ଫୋଲିକ ଏସିଡ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ଅଠରବାଙ୍କି ଲକପଡା ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବଟିକା ଖାଇବା ପରେ ୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଦାୟୀତ୍ବରେ ଥିବା ଶିକ୍ଷୟତ୍ରୀଙ୍କୁ କଲୋନୀବାସୀ ଅଟକ ରଖିଛନ୍ତି। ବଟିକା ଖାଇବା ପରେ ପେଟ କାମୁଡା, ବାନ୍ତି ଓ ଦେହରେ ଫଳିଯିବା ଭଳି ଲକ୍ଷଣ ଦେଖାଯାଉଛି। ତେବେ ସ୍କୁଲର ମାତ୍ର ୧୮ ଜଣ ଛାତ୍ରଛାତ୍ରୀ ବଟିକା ଖାଇଥିବା ସ୍କୁଲର ଶିକ୍ଷୟତ୍ରୀ ସୂଚନା ଦେଇଛନ୍ତି। ଏବେ ମେଡିକାଲରେ ୯ ଜଣ ଛାତ୍ରଛାତ୍ରୀ ଚିକିତ୍ସିତ ହେଉଛନ୍ତି। ଫୋଲିକ ଏସିଡ ଆଇରନ ବଟିକାର ଉପର ଖୋଳରେ ଏକ୍ସପାଏରୀ ଡେଟ୍ ୨୦୨୫ ଥିବା ବେଳେ ଭିତରେ ଥିବା ବଟିକା ଉପରେ ୨୦୧୯ ରେ ପ୍ୟାକିଂ ୨୦୨୧ ରେ ଏକ୍ସପାଏରୀ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.2 ° C
    22.2 °
    22.2 °
    57 %
    2kmh
    100 %
    Thu
    22 °
    Fri
    33 °
    Sat
    33 °
    Sun
    34 °
    Mon
    35 °

    ସମ୍ବନ୍ଧିତ