Saturday, October 31, 2026
22.4 C
Odisha

    ଫେସବୁକ୍ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ମିଳିବ ୨,୭୮,୦୦୦ ଟଙ୍କା ! ଲଞ୍ଚ ହେଲା ଫାଷ୍ଟ ଟ୍ରାକ୍ ପ୍ରୋଗ୍ରାମ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର । ଏବଂ ସୋସିଆଲ ମିଡିଆରେ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।  ଫେସବୁକ୍ କ୍ରିଏଟର ଫାଷ୍ଟ ଟ୍ରାକ୍ ନାମକ ଏକ ନୂଆ ପ୍ରୋଗ୍ରାମ୍ ଲଞ୍ଚ ହୋଇଛି। ଯାହା କ୍ରିଏଟରମାନଙ୍କୁ ଦ୍ରୁତ ଗତିରେ ବୃଦ୍ଧି ଏବଂ ରୋଜଗାର କରିବାର ସୁଯୋଗ ପ୍ରଦାନ କରେ। ଫେସବୁକର ଏହି ନୂତନ କାର୍ଯ୍ୟକ୍ରମ ବିଶେଷ ଭାବରେ ସେହି କ୍ରିଏଟରମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁମାନେ ପ୍ଲାଟଫର୍ମରେ ନୂଆ କିମ୍ବା ପୁନଃ ଯୋଗଦାନ କରିବାକୁ ଚାହୁଁଛନ୍ତି। ଏହି ପ୍ରୋଗ୍ରାମରେ ରୋଜଗାର ଆପଣଙ୍କ ଫଲୋଅର୍ସଙ୍କ ଉପରେ ନିର୍ଭର କରେ। ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ଅତି କମରେ ୧ ଲକ୍ଷ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତି ମାସରେ ୧୦୦୦ ଟଙ୍କା ରୋଜଗାର କରିପାରିବେ। ୧ ନିୟୁତରୁ ଅଧିକ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତି ମାସରେ ୩ ଲକ୍ଷ (ପ୍ରାୟ ୨୭୮,୦୦୦) ଟଙ୍କା ରୋଜଗାର କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.3kmh
    10 %
    Sat
    22 °
    Sun
    28 °
    Mon
    25 °
    Tue
    28 °
    Wed
    25 °

    ସମ୍ବନ୍ଧିତ