Wednesday, April 8, 2026
37.8 C
Odisha

    ଏଣିକି ଓଡ଼ିଶା ପ୍ରଶାସନିକ ସେବାରେ ସାମିଲ ହେବେ କିନ୍ନର !, OPSC ର ବଡ଼ ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ଓଡ଼ିଶା ପ୍ରଶାସନିକ ସେବାରେ ସାମିଲ ହେବେ କିନ୍ନର! । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିପାରିବେ ତୃତୀୟ ଲିଙ୍ଗୀ । OPSC ଆବେଦନ ଫର୍ମରେ ଆସିଲା ‘ତୃତୀୟ ଲିଙ୍ଗ’ ବିକଳ୍ପ । ଆବେଦନ ବେଳେ ସମ୍ପୃକ୍ତ ଟ୍ରାନ୍ସଜେଣ୍ଡରଙ୍କୁ ସେମାନଙ୍କ ପରିଚୟ ପ୍ରମାଣ ପତ୍ର ଦାଖଲ କରିବାକୁ ହେବ । କିନ୍ନରଙ୍କୁ ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବଢ଼ାଯାଇଛି । ପଞ୍ଜୀକରଣ ଅବଧିକୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ମାର୍ଚ୍ଚ ୭ ଆବେଦନର ଶେଷ ତାରିଖ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.8 ° C
    37.8 °
    37.8 °
    13 %
    3.6kmh
    3 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ