Saturday, June 13, 2026
30.9 C
Odisha

    ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୨୫%ରେ ରହିଲା ସ୍ଥିର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :   ରେପୋ ରେଟ୍ ୫.୨୫% ଅପରିବର୍ତ୍ତିତ ରଖିଲା ଆରବିଆଇ । ଆରବିଆଇର ମନିଟାରୀ ପଲିସି କମିଟିର ବୈଠକରେ ଅପରିବର୍ତ୍ତିତ ନେଇ ନିଷ୍ପତ୍ତି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ସୂଚନା ଦେଇଛନ୍ତି । ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ।

    ସେହିପରି ଗତବର୍ଷ, ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା ଆରବିଆଇ । ଅର୍ଥାତ ମାସିକ EMIରେ କୌଣସି ପରିବର୍ତ୍ତନ ହୋଇନଥିଲା । ଆପଣ ଘର, ଗାଡ଼ି ଆଦି ଋଣରେ ଦେଉଥିବା ଇଏମଆଇ ଅପରିବର୍ତ୍ତିତ ରହିବ ବୋଲି ସୂଚନା ଥିଲା । ରେପୋ ରେଟ୍ କୁ ଆରବିଆଇ ୫.୫ ପ୍ରତିଶତରେ ସ୍ଥିର ରଖିଥିଲା । ରେପୋ ରେଟ୍ ସ୍ଥିର ଥିବାରୁ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାରରେ କୌଣସି ପରିବର୍ତ୍ତନ କରିନଥିଲେ। ହୋମ ଲୋନ, ଗାଡି ଲୋନ ଏବଂ ଏମଏସଏମଇ ଲୋନ ଉପରେ ସୁଧ ହାର ସ୍ଥିର ଥିଲା ।  ଯଦି ମୁଦ୍ରାସ୍ଫୀତି ଆଗକୁ କମେ ତେବେ ଚଳିତ ଆର୍ଥିକ ବର୍ଷରେ ଆଗକୁ ସୁଧ ହାର ହ୍ରାସ ହୋଇଥିବା ସହ ଇଏମଆଇ କମିଥିଲା । RBI ଆଶା କରୁଛି ମୁଦ୍ରାସ୍ଫୀତି ଆହୁରି କମିପାରେ ବୋଲି ସୂଚନା ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.9 ° C
    30.9 °
    30.9 °
    49 %
    0.9kmh
    76 %
    Sat
    39 °
    Sun
    41 °
    Mon
    41 °
    Tue
    42 °
    Wed
    42 °

    ସମ୍ବନ୍ଧିତ