Thursday, October 8, 2026
22.2 C
Odisha

    ଏବିଭିପିର ଦାବି: ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ରାଜଧାନୀର ବାଣୀବିହାରରେ ପ୍ରତିବାଦ କରାଯାଇଛି। ନିର୍ଭୟା ଭଳି ସୌମ୍ୟାଶ୍ରୀ ଆଇନ ଆସୁ ବୋଲି ଏବିଭିପି ଦାବି କରିଛି। ଏଣେ ଇଣ୍ଟରନାଲ କମିଟିର ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି ଏବିଭିପି। ଛାତ୍ର କଂଗ୍ରେସର କିଛି ନେତା ପୀଡ଼ିତାଙ୍କୁ ସୋସିଆଲ ମିଡିଆରେ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇଥିବା ଦେଖିବାକୁ ମିଳିଛି। ସେହି ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ