Saturday, April 11, 2026
25.2 C
Odisha

    ଏମ୍ସ ନର୍ସିଂ ଆସୋସିଏସନ୍ ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ପୁଣି ଆତଙ୍କ । ଏମ୍ସ ନର୍ସିଂ ଆସୋସିଏସନ୍ ସଭାପତିଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଏନେଇ ଖଣ୍ଡଗିରି ଥାନାରେ ଦ୍ୱାରସ୍ତ ହେଲେ ଆହତଙ୍କ ସହଯୋଗୀ । ଆକ୍ରମଣରେ ସଭାପତି ରମେଶ ପନଙ୍କୁପତି ଗୁରୁତର ଆହତ ହୋଇଥିବା ସୂଚନା । ଆକ୍ରମଣର କାରଣ କଣ ଓ କିଏ ଏହା ପଛରେ ରହିଛି, ସେନେଇ ଉଠିଛି ପ୍ରଶ୍ନ । ଘଟଣା ପରେ ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ହସ୍ପିଟାଲର ପାଚେରୀ ବାହାରେ ହଟାତ 6 ଜଣ ଦୃର୍ବତ୍ତ ଆସି ମରଣାତ୍ମକ ଆକ୍ରମଣ କରିଥିବା ସୂଚନା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ