Sunday, October 4, 2026
24.3 C
Odisha

    ଏହି ଜୁସ୍ ପିଇଲେ ଆପଣଙ୍କ ଧଳା ବାଳ ହୋଇଯିବ କଳା

    ଆଗକୁ ପଢନ୍ତୁ

    ଲାଉ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ । ଏହାର ଅଲଗା ନାଁ କାଶୀଫଳ ବୋଲି କୁହାଯାଇଥାଏ । ଏହାର ବ୍ୟବହାର ବହୁତଥର ପରିବାରେ କିମ୍ବା ରାଇତା ବନାଇବାରେ କରାଯାଇଥାଏ । ଆୟୁର୍ବେଦ ସୁଚନା ମୁତାବିକ ଲାଉର ବହୁତ ସାରା ଲାଭକାରୀ ତତ୍ତ୍ୱ ମହଜୁତ ଥାଏ । ଏହାକୁ ଅଧିକା ସଂରକ୍ଷିତ କରି ରଖିବା ଉଚିତ୍ । କାରଣ ଏହାକୁ ଭାଜିଲେ ଏହାର ସବୁ ଦରକାରୀ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଲାଉର ସେବନ ବହୁତ ରୋଗ ପାଇଁ ଉପଦେଶ ଦିଆଯାଇଥାଏ। ଲାଉ ଖାଇଲେ ଏମିତି ଫାଇଦା ହୋଇଥାଏ କି ଆପଣ ବି ଖାଇବାକୁ ଲାଗିବେ। ସକାଳୁ ଗୋଟେ ଗ୍ଲାସରେ ଲାଉର ଜୁସ୍ ପିଇଲେ ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ। ଏହା ଛଡା ବାଳ ପାଇଁ ଏହା ଲାଭ ଦାୟକ ଅଟେ । ଏହା ଧଳା ବାଳକୁ କଳା କରିବାରେ ସାହାଯ୍ୟ କରେ । ଆଜି କାଲି କର୍ମବ୍ୟସ୍ତ ଜୀବନରେ ଚିନ୍ତାରୁ ମୁକ୍ତି ପାଇବା କଷ୍ଟକର ଅଟେ । ତାହା ସହ ଅନିୟମିତତାରେ ଖାଦ୍ୟ ପେୟ ଦେହକୁ ଆହୁରି ଖରାପ କରିଦେଇଥାଏ । ଲାଉରେ ଥିବା ପାଣୀର ମାତ୍ରା ଶରୀରକୁ ସତେଜ ରଖିଥାଏ । ଯାହା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳେ । ଏଥିରେ ବହୁତ ସାରା ନ୍ୟୁଟ୍ରିଏଣ୍ଟ୍ସ ଶରୀରକୁ ଶକ୍ତି ଦେଇଥାଏ । ଓ ଚିନ୍ତା ରୁ ମୁକ୍ତି ଦେଇଥାଏ । କବଜ୍ ପରି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏହା ବହୁତ ଫାଇଦାଦାୟକ ଅଟେ । କାରଣ ଏଥିରେ ଥିବା ଫାଇବର୍ ପେଟରେ ଥିବା ସମସ୍ୟାକୁ ଦୁର କରିଥାଏ । ଅଧିକା ଏସିଡିଟି ହେଲେ ଲାଉର ଜୁସ୍ ପିଇଲେ ସମସ୍ୟାରୁ ମୁକ୍ତି ମିଳିଥାଏ। ଲାଉ ଖାଇକରି ଶରୀରକୁ ଥଣ୍ତା ରଖାଯାଇପାରିବ , ଏହା ସହ ଜୁସ୍ ପିଲେ ପରିଶ୍ରା ପୋଡାଜଳା ସମସ୍ୟାରୁ ମୁକ୍ତି ମିଳିପାରିବ । ଏହା ପେଟକୁ ସଫା କରେ । ଏହା ପ୍ରଦୂଷଣରେ ଚେହେରାରେ ମଇଳାକୁ ଦୂର କରିଦିଏ ।ତାହା ସହ ତ୍ୱଚାକୁ ସୁନ୍ଦରତା ପ୍ରଦାନ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ