Sunday, March 22, 2026
20.3 C
Odisha

    ଏହି ତିନିଟି ନାମର ଲୋକଙ୍କୁ କେବେ ବି ମିଳେନି ପ୍ରକୃତ ପ୍ରେମ, ଦେଖନ୍ତୁ ଆପଣ ବି ନାହାନ୍ତି ତ ଏଥିରେ!

    ଆଗକୁ ପଢନ୍ତୁ

    ଅଧିକାଂଶ ଲୋକଙ୍କୁ ନିଜ ସ୍ୱଭାବ ଯୋଗୁ ପ୍ରକୃତ ପ୍ରେମ ମିଳିପାରିନଥାଏ। କେହି ଅଧିକ ଚିଡ୍‌ଚିଡା ହୋଇଥିବା ବେଳେ ଆଉ କାହାର ଅଧିକ ପଜିସିଭ୍‌ ଗୁଣ ଯୋଗୁ କୌଣସି ପୁଅ ବା ଝିଅ ସେମାନଙ୍କ ସହ ମିଶିବାକୁ ଭଲ ପାଆନ୍ତି ନାହିଁ। ଏଭଳି ସ୍ଥିତିରେ ପ୍ରେମ ହେବା ତ ଦୂରର କଥା କେହି ସେମାନଙ୍କ ସାଙ୍ଗ ବି ହୁଅନ୍ତି ନାହିଁ। ତେବେ ଏଭଳି ସମସ୍ୟା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ। କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କଠାରେ ଏଭଳି ଅସୁବିଧା ପରିଲକ୍ଷିତ ହୋଇଥାଏ। ଆସନ୍ତୁ ଜାଣିବା ଏଭଳି ୩ଟି ନାମର ବ୍ୟକ୍ତି, ଯିଏ କେବେ ବି ନିଜ ପ୍ରକୃତ ପ୍ରେମ ପାଇପାରିନଥାନ୍ତି।

    A ନାମର ଲୋକ:
    ଯେଉଁ ବ୍ୟକ୍ତିଙ୍କ ନାଁ A ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ୍‌ ଚାଲାକ ହୋଇଥାନ୍ତି। ଏମାନେ ନିଜ କ୍ୟାରିୟର ପ୍ରତି ବେଶ ଯତ୍ନବାନ୍‌ ଥାଆନ୍ତି, ଏଣୁ ଖୁବ୍‌ କମ୍‌ ବୟସରୁ ଏମାନଙ୍କୁ ସଫଳତା ମିଳିଥାଏ। କିନ୍ତୁ ଲୋକମାନେ ଏମାନଙ୍କୁ କେବଳ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଥାନ୍ତି। ପରେ ଧୋକା ଦେଇଥାନ୍ତି।

    P ନାମର ବ୍ୟକ୍ତି:
    ଏହି ନାଁର ବ୍ୟକ୍ତି ବହୁତ ଭୋଳା ଓ ସାଧାସିଧା ହୋଇଥାନ୍ତି। ଏଣୁ ଲୋକମାନେ ତାଙ୍କର ଫାଇଦା ଉଠାଇଥାନ୍ତି ଓ ପରେ ଦୁଃଖ ଦେଇଥାନ୍ତି। ଏଭଳି ଲୋକ ନିଜ ପାର୍ଟନରଙ୍କ କଥାକୁ ଧ୍ୟାନ ଦେଇନଥାନ୍ତି, ଏଣୁ ପ୍ରକୃତ ପ୍ରେମ ପାଇପାରନ୍ତି ନାହିଁ।

    S ନାମ ଧାରୀ ବ୍ୟକ୍ତି:
    S ନାମକ ବ୍ୟକ୍ତି ନିର୍ମଳ ହୃଦୟର ତଥା ନିଜ ଜୀବନସାଥୀଙ୍କ ପ୍ରତି ବହୁତ ସଚ୍ଚୋଟ ହୋଇଥାନ୍ତି। ଏଣୁ ଲୋକମାନେ ଏମାନଙ୍କ ଫାଇଦା ଉଠାଇଥାନ୍ତି। ଏହି ନାମର ଲୋକ ବେପାର ବଣିଜରେ ସଫଳତାର ଶୀର୍ଷକୁ ଛୁଇଁଥାନ୍ତି। କିନ୍ତୁ ପ୍ରେମରେ ଏମାନେ କେବେ ବି ସଫଳତା ପାଇପାରନ୍ତି ନାହିଁ। ଏଣୁ କେବେ ବି ପ୍ରକୃତ ପ୍ରେମ ପାଆନ୍ତି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ