Friday, March 27, 2026
24.5 C
Odisha

    ଓଡ଼ିଶାରେ ପ୍ରଚାର କରିବେ ଗାନ୍ଧୀ ପରିବାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପାଖେଇ ଆସୁଛି ଓଡ଼ିଶା ନିର୍ବାଚନ । ମତଦାନ ପୂର୍ବରୁ ଧିରେ ଧିରେ ରାଜନୀତି ମାହୋଲ ସରଗରମ ହେବା ଆରମ୍ଭ ହୋଇଯାଇଛି । ତେବେ ଏହି ରାଜନୀତିର ସୁଅରେ କଂଗ୍ରେସ ମତଦାନ ଆଡ଼କୁ ଆଉ ଏକ ପାଦ ଆଗକୁ ବଢାଇଛି । ବିଜେଡି ଏବଂ ବିଜେପି ପରେ ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜେ ଓଡ଼ିଶାରେ ପ୍ରଚାର କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ଏହି ତାଲିକାରେ ସୋନିଆଙ୍କ ସହ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ରହିଛନ୍ତି । ଏହାବ୍ୟତୀତ ନିରଞ୍ଜନ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ଜୟଦେବ ଜେନାଙ୍କ ଭଳି ନେତା ମଧ୍ୟ ସାମିଲ ରହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ