Saturday, April 11, 2026
25.2 C
Odisha

    ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା, କୋରାପୁଟ ସେମିଳିଗୁଡ଼ାରେ ସାଉଥ ସିନେମା ସୁଟିଂ ସେଟରେ

    ଆଗକୁ ପଢନ୍ତୁ

    ଓଡ଼ିଶାରେ ପ୍ରିୟଙ୍କା ଚୋପ୍ରା । କୋରାପୁଟ ସେମିଳିଗୁଡ଼ାରେ ସାଉଥ ସିନେମା ସୁଟିଂରେ ପହଞ୍ଚିଛନ୍ତି ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରା । ବାହୁବଳୀ ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ SSMB29ରେ ଅଭିନୟ କରିବାକୁ ଆସି ସେ ପହଞ୍ଚିଛନ୍ତି । ପ୍ରିୟଙ୍କା ଓଡ଼ିଶାରେ ପହଞ୍ଚିବା ପରେ ଏୟାରଲାଇନସର କ୍ରିୟୁଙ୍କ ସହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ଭାଇରାଲ ଫଟୋର ବ୍ଲାକ କ୍ରପ ଟପ ସହ ମ୍ୟାଚିଂ ଜାକେଟ ଓ ବ୍ୟାଗି ଜିନସରେ ସିଟାଡେଲ ଗର୍ଲଙ୍କୁ ଦେଖିବାକୁ ମିଳିଛି । SSMB29ରେ ସାଉଥ ହାର୍ଟଥ୍ରୋବ ମହେଶ ବାବୁ ଓ ପୃଥ୍ବୀରାଜ ସୁକୁମାରନଙ୍କ ସହ ନଜର ଆସିବେ ପ୍ରିୟଙ୍କା ଚୋପ୍ରା । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ରାଜାମୌଲିଙ୍କ ସିନେମାର ସୁଟିଂ ଦେଓମାଳିରେ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ