Saturday, October 31, 2026
21.5 C
Odisha

    ଓଡ଼ିଶାର ୧୯ ଜଣ ‘ପୋଲିସ ପଦକ’ରେ ହେବେ ସମ୍ମାନିତ, ୬ ଜଣ ପାଇବେ ସାହସିକତା ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ପଦକରେ ସମ୍ମାନୀତ ହେବେ । ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ଏବଂ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର ।

    ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ।ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍ ପାଇବେ ରାଷ୍ଟ୍ରପତି ପୁରସ୍କାର । ଅଗ୍ନିଶମ ସେବାର ୪ ଜଣ ହେବେ ପୁରସ୍କୃତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    98 %
    1.1kmh
    32 %
    Sat
    28 °
    Sun
    28 °
    Mon
    29 °
    Tue
    28 °
    Wed
    28 °

    ସମ୍ବନ୍ଧିତ