Saturday, October 3, 2026
23.6 C
Odisha

    ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ପିସିସି ସଭାପତିଙ୍କ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି। ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ରୋଡ ସୋ’ ସହ ପଦଯାତ୍ରା, ସଭା କାର୍ଯ୍ୟକ୍ରମରେ ରାହୁଲ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି।

    ଭୋଟ ଚୋରି, ନାରୀ ନିର୍ଯାତନା, ଓଡ଼ିଶା କାହିଁକି ଗରିବ ଗସ୍ତରେ ଏହି ପ୍ରସଙ୍ଗ ଉଠାଇବେ ରାହୁଲ ଗାନ୍ଧୀ ଏନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ସରକାରଙ୍କୁ ଏ ମୁର୍ଦ୍ଦା ନେଇ ଟାର୍ଗେଟ କରିବେ ରାହୁଲ। ବିରୋଧୀଙ୍କୁ ଭୋଟ ଚୋରି, ନାରୀ ନିର୍ଯାତନ ନେଇ ଘେରିବେ ରାହୁଲ ଗାନ୍ଧି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ