Sunday, January 11, 2026
25 C
Odisha

    ଓଡିଶା ଆସିବେ ମୋଦୀ ଓ ଶାହ

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସୁଛନ୍ତି । ପିଏମ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଡିଜିପି କନଫରେନ୍ସରେ ଯୋଗ ଦେବେ । ନଭେମ୍ବର ୨୯ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ଡିଜିପି ସମ୍ମିଳନୀ । ଏନେଇ ସରକାରୀ ଭାବେ ସୂଚନା ଦିଆଯିବ ବୋଲି ଓଡ଼ିଶା ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25 ° C
    25 °
    25 °
    18 %
    2.3kmh
    66 %
    Sun
    27 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ